ବାଇବଲ ଜ୍ଞାନ ବିଷୟରେ କଅଣ କହେ? — ଭାଗ ୨ — ବାଇବେଲ କୁଇଜ୍
ନିମ୍ନରେ ଥିବା ପ୍ରତ୍ୟେକ ସନ୍ଦର୍ଭ ପାଇଁ, ସେହି ପଦଟି କଣ ଶିକ୍ଷା ଦିଏ ତାହା ବାଛନ୍ତୁ। ଶେଷରେ ଆପଣଙ୍କ ସ୍କୋର ଦେଖାଯିବ।
ଏହା ମୂଲ୍ୟାୟିତ କୁଇଜ୍। ଆପଣଙ୍କ ମିନିଷ୍ଟ୍ରି ପ୍ରମାଣପତ୍ର ଅନୁମୋଦନ ପାଇଁ କ୍ରେଡିଟ୍ ପାଇବାକୁ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତୁ।
ହିତୋପଦେଶ 9:10 — ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ________, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ।
ଅଗ୍ନି
ଦୁଃଖ
ଆରମ୍ଭ
ହିତୋପଦେଶ 1:7 — ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ________ ତୁଚ୍ଛବୋଧ କରନ୍ତି।
ଉପଦେଶ
ଶାସ୍ତି
ପ୍ରବେଶ
ଆୟୁବ 28:28 — ପୁଣି, ସେ ମନୁଷ୍ୟକୁ କହିଲେ, ‘ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ________।’”
ଭରସା
ମନ୍ତ୍ରଣା
ବୁଦ୍ଧି
ଯାକୁବ 1:5 — କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ________ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ।
ଶୁଚି
ଦାନ
ଦର୍ପ
ପ୍ରଥମ ରାଜାବଳୀ 3:9 — ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ________ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?”
ବିଚାରର
ପ୍ରଭେଦ
ମନ୍ତ୍ର
ପ୍ରଥମ ରାଜାବଳୀ 3:12 — ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ; ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧିବିଶିଷ୍ଟ ମନ ଦେଲୁ ଯେ, ତୁମ୍ଭ ________ ତୁମ୍ଭ ସମାନ କେହି ହୋଇ ନାହିଁ, କିଅବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ।
ନିରୂପିତ
ପୂର୍ବେ
ପ୍ରଭେଦ
ହିତୋପଦେଶ 2:6 — ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ________ ନିର୍ଗତ ହୁଏ।
ବୁଦ୍ଧି
ମିଥ୍ୟାବାଦୀ
ଅପେକ୍ଷା
୧ କରିନ୍ଥୀୟ 1:25 — ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ________ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ।
ନମସ୍କାର
ଦୁର୍ବଳ
ତାଡ଼ନା
୧ କରିନ୍ଥୀୟ 3:19 — କାରଣ ଏହି ଜଗତର ଜ୍ଞାନ ଈଶ୍ବରଙ୍କ ନିକଟରେ ମୂର୍ଖତା। ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, “ସେ ଜ୍ଞାନୀମାନଙ୍କୁ ସେମାନଙ୍କର ________ ଧରନ୍ତି,”
ଧୂର୍ତ୍ତତାରେ
ନମ୍ରତା
ଅଧର୍ମରେ
ଯାକୁବ 3:15 — ଏପରି ________ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଅନାତ୍ମିକ ଓ ଶୟତାନଠାରୁ ଅଟେ;
ଆରମ୍ଭ
ଅପେକ୍ଷା
ଜ୍ଞାନ
ଯାକୁବ 3:17 — କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ________, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ।
ସହନୀୟ
ଫଳହୀନ
ଶାନ୍ତିପ୍ରିୟ
୧ କରିନ୍ଥୀୟ 1:24 — କିନ୍ତୁ ________ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି।
ଯିହୁଦୀ
ମିସରୀୟ
ଲେବୀୟ
୧ କରିନ୍ଥୀୟ 1:30 — କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ________ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍, ଧାର୍ମିକତା, ପବିତ୍ରତା ଓ ମୁକ୍ତି-ସ୍ୱରୂପ ହୋଇଅଛନ୍ତି।
ଈଶ୍ବରଙ୍କଠାରୁ
ଦୁର୍ବଳ
ନମସ୍କାର
କଲସୀୟ 2:3 — ସେହି ଖ୍ରୀଷ୍ଟଙ୍କଠାରେ ________ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି।
ଆରମ୍ଭ
ଶରୀର
ଜ୍ଞାନ
ହିତୋପଦେଶ 3:13 — ଯେଉଁ ଲୋକ ଜ୍ଞାନ ପାଏ ଓ ________ ଲାଭ କରେ, ସେ ଧନ୍ୟ।
ବୁଦ୍ଧି
ପୁରସ୍କାର
ମିଥ୍ୟାବାଦୀ
ହିତୋପଦେଶ 3:18 — ଯେଉଁମାନେ ତାହାର ________ ନିଅନ୍ତି, ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ; ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ।
ବାହୁ
ଆଶ୍ରୟ
ଦ୍ରାକ୍ଷାକ୍ଷେତ୍ର
ଯାକୁବ 3:13 — ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ________ ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।
ପ୍ରଭେଦ
ନମ୍ରତା
କଠିନତା
ଗୀତସଂହିତା 111:10 — ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ________; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।
ଆରମ୍ଭ
ବୁଦ୍ଧି
ପ୍ରଥମଜାତ
ଉପଦେଶକ 4:12 — ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ; ପୁଣି, ତ୍ରିଗୁଣ ________ ଶୀଘ୍ର ଛିଣ୍ଡିଯାଏ ନାହିଁ।
ରଜ୍ଜୁ
ଘଟଣା
ଭ୍ରମଣ
ମାଥିଉ 12:42 — ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ________ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
ପୁରୁଷ
ବ୍ୟଭିଚାର
କନ୍ୟା
ଲିଙ୍କ କପି ହେଲା
ଏହି ଅଧ୍ୟୟନ ଆପଣଙ୍କୁ ସାହାଯ୍ୟ କରିଛି କି? ଏକ ସଂକ୍ଷିପ୍ତ କିମ୍ବା ଆପଣଙ୍କର ପୂର୍ଣ୍ଣ ସାକ୍ଷ୍ୟ ବାଣ୍ଟନ୍ତୁ — ଆପଣଙ୍କର କାହାଣୀ ଅନ୍ୟ କାହାକୁ ଏହି ସାଇଟ୍ ଖୋଜିବାରେ ସାହାଯ୍ୟ କରେ।
ଆପଣଙ୍କର ପ୍ରଗତି ସେଭ୍ କରନ୍ତୁ
ବିକଳ୍ପ। ଏହି ସାଇଟ୍ ବ୍ୟବହାର କରିବାକୁ ଆପଣଙ୍କୁ କେବେ ହେଁ ଏକାଉଣ୍ଟ ଆବଶ୍ୟକ ନାହିଁ।
ଯଦି ଆପଣ ଫୋନ୍ ବଦଳାନ୍ତି କିମ୍ବା ବ୍ରାଉଜର୍ ପରିଷ୍କାର କରନ୍ତି, ତେବେ ଆପଣଙ୍କ କୁଇଜ୍ ସ୍କୋର ଏବଂ ପ୍ରମାଣପତ୍ର ସୁରକ୍ଷିତ ରଖନ୍ତୁ।
ପ୍ରଗତି ପୁନଃସ୍ଥାପନ କରନ୍ତୁ
ପୁନଃସ୍ଥାପନ କଲେ ଏହି ଡିଭାଇସ୍ର ପ୍ରଗତି ବଦଳିଯିବ, ଏବଂ ପରେ ଆପଣ ପ୍ରିଣ୍ଟ କରୁଥିବା କୌଣସି ସାର୍ଟିଫିକେଟରେ ରେକର୍ଡରେ ଥିବା ନାମ ରହିବ ।



