🌐 Language
'Olelo Hawai'iAfaan Oromoobahasa IndonesiaBelarusianBrezhonegCebuanoChamorroChichewachiShonaChongthuCiyawoDanskDeutschEestiEnglishEspañolEsperantoeʋegbeFrançaisHausaHrvatskiIgboIlocanoItalianoKikuyuKiswahiliKiyombiKreyòl AyisyenLatinaLatviešulietuviųLingálaLugandaMagyarMahasuiMāoriNederlandsNorskPohnpeianPolskiPortuguêsQach’abelRomaniRomânăSanskritSetswanaShqipsrpski jezikSuomiSvenskaTagalogTiếng ViệtTonganTwiTürkçeUyghur tiliYorùbáÍslenskaČeštinaБългарскиРусскийУкраїнськаעבריתاردوالعربيةفارسیكوردی سۆرانیअहिराणी‎नेपालीभद्रवाही‎मराठीमानक हिन्दी‎हरियाणवी‎অসমীয়াবাংলাਪੰਜਾਬੀગુજરાતીଓଡ଼ିଆ‎தமிழ்తెలుగుಕನ್ನಡമലയാളംไทยဗမာἙλληνική中文日本語한국어+ ସମସ୍ତ ଭାଷା
See More Jesus
ଓଡ଼ିଆ‎

ବାଇବଲ ଆତ୍ମସଂଯମ (ମିତାଚାର) ବିଷୟରେ କଣ କହେ? — ଭାଗ ୨ — ବାଇବେଲ କୁଇଜ୍

ବାଇବେଲ କୁଇଜ୍

ବାଇବଲ ଆତ୍ମସଂଯମ (ମିତାଚାର) ବିଷୟରେ କଣ କହେ? — ଭାଗ ୨ — ବାଇବେଲ କୁଇଜ୍

ନିମ୍ନରେ ଥିବା ପ୍ରତ୍ୟେକ ସନ୍ଦର୍ଭ ପାଇଁ, ସେହି ପଦଟି କଣ ଶିକ୍ଷା ଦିଏ ତାହା ବାଛନ୍ତୁ। ଶେଷରେ ଆପଣଙ୍କ ସ୍କୋର ଦେଖାଯିବ।

ଏହା ମୂଲ୍ୟାୟିତ କୁଇଜ୍। ଆପଣଙ୍କ ମିନିଷ୍ଟ୍ରି ପ୍ରମାଣପତ୍ର ଅନୁମୋଦନ ପାଇଁ କ୍ରେଡିଟ୍ ପାଇବାକୁ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତୁ।

ଗାଲାତୀୟ 5:22 — କିନ୍ତୁ ପବିତ୍ର ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ________, ପରୋପକାରିତା
ମଣ୍ଡଳୀ-ସମୂହ
ପ୍ରତିମାପୂଜା
ଦୀର୍ଘସହିଷ୍ଣୁତା
ଗାଲାତୀୟ 5:23 — ଭଦ୍ରତା, ବିଶ୍ୱସ୍ତତା, ________ ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ।
ମୃଦୁତା
ଈଶ୍ବରପରାୟଣତା
ପରମ୍ପରାଗତ
ହିତୋପଦେଶ 16:32 — ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ; ପୁଣି, ଯେ ନିଜ ________ ଉପରେ କର୍ତ୍ତୃତ୍ୱ କରେ, ସେ ନଗର ଜୟକାରୀ ଅପେକ୍ଷା ଭଲ।
କେବଳ
କିପରି
ଆତ୍ମା
୧ ପିତର 1:13 — ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ________ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ।
ପ୍ରକାଶିତ
ଦଣ୍ଡ
ନମସ୍କାର
୧ ପିତର 5:8 — ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ________ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
ପ୍ରଦୀପ
ଶୁଚି
ଗର୍ଜ୍ଜନ
୧ ଥେସଲନୀକୀୟ 5:8 — କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଊରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ________ ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।
ଭରସା
ଶରୀର
ଅନୁଗ୍ରହ
୧ କରିନ୍ଥୀୟ 6:12 — ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ________। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ।
ନିର୍ମାଣ
ନୁହେଁ
ପ୍ରେରିତ
ରୋମୀୟ 6:12 — ଅତଏବ ପାପ ତୁମ୍ଭମାନଙ୍କ ________ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷଗୁଡ଼ାକର ବଶବର୍ତ୍ତୀ ହେବ;
ମର୍ତ୍ତ୍ୟ
ବ୍ୟାପିଗଲା
ଅବିଶ୍ୱାସ
ରୋମୀୟ 6:13 — କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ________ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର।
କେବଳ
ଜୀବିତ
ଅନୁଗ୍ରହ
ରୋମୀୟ 13:14 — ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ________ ନିମନ୍ତେ ଆୟୋଜନ କର ନାହିଁ।
ଶରୀର
କେବଳ
ଅନୁଗ୍ରହ
ଦାନିୟେଲ 1:8 — ମାତ୍ର ରାଜାର ଆହାରୀୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିୟେଲ ନିଜ ମନରେ ସ୍ଥିର କଲେ; ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ________ ନିବେଦନ କଲେ।
ଚତୁର୍ଦ୍ଦିଗରୁ
ନପୁଂସକାଧିପତିଙ୍କୁ
ନକ୍ଷତ୍ର
୧ କରିନ୍ଥୀୟ 9:25 — ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ ________ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।
ଫଳହୀନ
ଧନଲୋଭୀ
କ୍ଷୟଣୀୟ
ଆଦି ପୁସ୍ତକ 39:9 — ଏହି ଗୃହରେ ମୋʼ ଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋʼ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କିପରି ଏଡ଼େ ବଡ଼ ________ ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ?”
ଧାର୍ମିକତା
ଅଧର୍ମ
ଦୁଷ୍ଟତା
୨ ପିତର 1:6 — ________ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା
ଅନୁଗ୍ରହ
ଜ୍ଞାନ
ଅପେକ୍ଷା
ତୀତସ 2:12 — ପୁଣି, ଆମ୍ଭେମାନେ ଯେପରି ________ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ
ପ୍ରକାଶିତ
ଅଧର୍ମ
ସ୍ୱୀକାର
ତୀତସ 2:13 — ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ________ ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି।
ଗୌରବର
ଅଳସୁଆ
କ୍ଷୟଣୀୟ

← ଅଧ୍ୟୟନକୁ ଫେରନ୍ତୁ